ମୋ ଗାଁ ବିଲରେଗୀତ ଗାଇ ଗାଇକୃଷକ କରଇ କ୍ଷେତି । ଜନନୀଟେ ପରିପାଳିଅଛି ମୋତେ କରିନି କଉଠି ଉଣା । ମୋ ଗାଁ ବିଲରେଗୀତ ଗାଇ ଗାଇକୃଷକ କରଇ କ୍ଷେତି । ଜନନୀଟେ ପରିପାଳିଅଛି ମୋତେ କରିନି କଉଠି ଉଣ...
ପ୍ରଭୁଙ୍କ ନିକଟରେ ଏକ ପାର୍ଥନା... ପ୍ରଭୁଙ୍କ ନିକଟରେ ଏକ ପାର୍ଥନା...
ରଖିଛି ଏବେ ତାର ମଥାକୁ ଟେକି କେଉଁ ଜନ୍ମରେ କେତେ ପୁଣ୍ୟ କରିଥିଲି ସ୍ନେହପାଇ ମା ର ମୁଁ ସନ୍ତାନ ହେ ରଖିଛି ଏବେ ତାର ମଥାକୁ ଟେକି କେଉଁ ଜନ୍ମରେ କେତେ ପୁଣ୍ୟ କରିଥିଲି ସ୍ନେହପାଇ ମା ର ମୁ...
କେଡେ ସୁନ୍ଦର ମୋର ଛୋଟ ଗାଁ ଅତି ଆପଣାର ମୋ ବାପା ମାଆ ସାଙ୍ଗସାଥି ଆଉ ଧୂଳି ଖେଳ କେଡେ ସୁନ୍ଦର ମୋର ଛୋଟ ଗାଁ ଅତି ଆପଣାର ମୋ ବାପା ମାଆ ସାଙ୍ଗସାଥି ଆଉ ଧୂଳି ଖେଳ
ସନ୍ଧ୍ୟା ଆସିଲେ ବାଜଇ ଶଙ୍ଖ ଗାଁ ମନ୍ଦିରେ ପଢା ହୁଅଇ ଭାଗବତ ଲଣ୍ଠନ ଆଲୁଅରେ। ସନ୍ଧ୍ୟା ଆସିଲେ ବାଜଇ ଶଙ୍ଖ ଗାଁ ମନ୍ଦିରେ ପଢା ହୁଅଇ ଭାଗବତ ଲଣ୍ଠନ ଆଲୁଅରେ।
ମଶାଣି ପାଖ ଆମ୍ବ ତୋଟା ଡର ତ ଲାଗେ କିନ୍ତୁ ମଶାଣି ପାଖ ଆମ୍ବ ତୋଟା ଡର ତ ଲାଗେ କିନ୍ତୁ